Followers

Wednesday 9 October 2019

ମୁଁ - ଏକ ପରିଭାଷା

Click on the image to view it in a better resolution 
ମୁଁ ମନ୍ତ୍ର ମୁଗ୍ଧା
ମହା ମୋକ୍ଷ
ମନୁ ସ୍ମୃତି
ମହାକାଶ

ମୁଁ ମାଟି ମୋହ
ମାୟା ମୃଗ
ମୃଗତୃଷ୍ନା
ମେଘଦୂତ

ମୁଁ ମରୁଭୂମି
ମଲାଜହ୍ନ
ମଶାଣିର
ମଲା ସ୍ଵପ୍ନ

ମୁଁ  ମୁହୁର୍ମୁହୁ
ମତାନ୍ତର
ମସ୍ତିଷ୍କ ର
ମାୟାଜାଲ

ଏଇ ମୁଁ ମୁଁତ୍ୱର
ମହାଭାରତରେ
ମୁଁ ମୂକ ସାକ୍ଷୀ
ମହା ବୃକ୍ଷ
©Pragyandalai 

3 comments:

  1. ବହୁତ୍ ସୁନ୍ଦର୍ ❤️❤️

    ReplyDelete
    Replies
    1. ବହୁତ୍ ଧନ୍ୟବାଦ୍ ପୋକେମୋନ୍ 😜

      Delete