Followers

Monday 4 June 2018

।। ଗୋଧୂଳି ଆସଇ ପଥ ନିର୍ଜନେ।।

Random Picture taken somewhere at Odisha, 2018

 || ବିହଙ୍ଗ ବାହୁଡ଼େ... ଅସ୍ତ ଅରୁଣେ..
 ‎ ‎ଗୋଧୂଳି ଆସଇ.. ପଥ ନିର୍ଜନେ..
 ‎ବର୍ଷା ବସନ୍ତ.. ଅପସରି ଯାଇ
ଧରା ର ଧରଣୀ.. ସମ୍ମୋହିତ ଆଜି
ନିଦାଘ କାଳର ମହା ସମ୍ମୋହନେ ||