Followers

Monday 13 November 2017

Saturday 11 November 2017

||ଦେହୀ ପଦ ପଲ୍ଲବ ମୁଦାରମ୍ ||






||ରାତ୍ରି କୋଳେ ଅନ୍ଧକାର, 

ଅନ୍ଧକାରେ ସ୍ଵପ୍ନ.. 
ସ୍ଵପ୍ନ କେହି ଲେଖି ଯାଏ ପଦ୍ୟ ମଧୁରମ୍ ;
ଭରା ଭାଦ୍ରବର ବାଢ଼ି ଅର୍ଘ୍ୟ ଥାଳି, 
ବର୍ଷା ବିନ୍ଦୁ ଆଉ ପୟୋଧି ପ୍ରକ୍ଷାଳି;
ପଦ୍ୟର ସେ ପଂକ୍ତି ଗାଏ ହେ କୃଷ୍ଣ ସ୍ୱାଗତମ୍ ||
||ଦେହୀ ପଦ ପଲ୍ଲବ ମୁଦାରମ୍ ||

Tuesday 31 October 2017

Winter has arrived !


Since my favorite season is at the corner,
sharing some early morning winter thoughts !