Poet's era
Followers
Saturday, 11 November 2017
||ଦେହୀ ପଦ ପଲ୍ଲବ ମୁଦାରମ୍ ||
||ରାତ୍ରି କୋଳେ ଅନ୍ଧକାର,
ଅନ୍ଧକାରେ ସ୍ଵପ୍ନ..
ସ୍ଵପ୍ନ କେହି ଲେଖି ଯାଏ ପଦ୍ୟ ମଧୁରମ୍ ;
ଭରା ଭାଦ୍ରବର ବାଢ଼ି ଅର୍ଘ୍ୟ ଥାଳି,
ବର୍ଷା ବିନ୍ଦୁ ଆଉ ପୟୋଧି ପ୍ରକ୍ଷାଳି;
ପଦ୍ୟର ସେ ପଂକ୍ତି ଗାଏ ହେ କୃଷ୍ଣ ସ୍ୱାଗତମ୍ ||
||ଦେହୀ ପଦ ପଲ୍ଲବ ମୁଦାରମ୍ |
|
3 comments:
Anonymous
23 August 2019 at 06:05
🙏
Reply
Delete
Replies
Reply
Manaswini
4 February 2020 at 23:53
🙏🙏👏
Reply
Delete
Replies
Reply
http://belabhumiodiapoetry.blogspot.com
16 April 2020 at 00:02
ଖୁବ୍ ଖୁବ୍ ସୁନ୍ଦର ।।ଅମାୟିକ।।ସାଦର ଅଭିନନ୍ଦନ
Reply
Delete
Replies
Reply
Add comment
Load more...
Newer Post
Older Post
Home
Subscribe to:
Post Comments (Atom)
🙏
ReplyDelete🙏🙏👏
ReplyDeleteଖୁବ୍ ଖୁବ୍ ସୁନ୍ଦର ।।ଅମାୟିକ।।ସାଦର ଅଭିନନ୍ଦନ
ReplyDelete