Followers

Friday 2 November 2018

ହଜିଯାଏ ଏଇ ମହା ଚିନ୍ତନରେ


|| ହଜିଯାଏ ଏଇ ମହା ଚିନ୍ତନରେ 
କାହାଣୀ ଅବା ମୁଁ ଲେଖିବି କାବ୍ୟ 

ସାଜି ମୁଁ କୁହେଳି  ସ୍ଵପ୍ନ ପ୍ରକ୍ଷାଳି
ପ୍ରଜନ୍ମୁ ଜନ୍ମ ନେବି ମୁଁ ଜନ୍ମ 

ଭୁଲିଯାଇ ସବୁ ମୋକ୍ଷର ମାୟା 
ବାନ୍ଧିବାକୁ ଏକ ପ୍ରୀତି ର ବନ୍ଧନ 

ଅଳତାକ୍ତ ପଦେ ଆଙ୍କିବାକୁ ଏକ
ଅର୍ବାଚୀନ ଆଉ ଅସ୍ମିତା ଆଙ୍ଗନ ||



No comments:

Post a Comment